fbpx

ଏସସିବି ଟେଲି ମେଡିସିନ ବିଭାଗରେ ଅଗ୍ନିକାଣ୍ଡ

Advertisement

କଟକ,୨୫ ।୧୨(ଓଡିଶା ଭାସ୍କର): କଟକ ଏସସିବି ମେଡିକାଲର ଟେଲି ମେଡିସିନ୍ ବିଭାଗରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ସର୍ଭର ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବିଭାଗୀୟ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି । କିନ୍ତୁ ଏହି ଅଗ୍ନିକାଣ୍ଡରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ତାହା ଜଣା ପଡ଼ିନାହିଁ ।

Get real time updates directly on you device, subscribe now.