fbpx

କରୋନା ଭାଇରସ୍, ତେଲେଙ୍ଗାନାରେ ପ୍ରଥମ ମୃତ୍ୟୁ

ତେଲେଙ୍ଗାନା, ୨୮ା୩: କରୋନା ଭାଇରସ୍ ମହାମାରୀର ରୂପ ନେଇଛି । ଏହି ଭାଇରସ୍ରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ୨୩ରେ ପହଞ୍ଚିଛି । ଏହାସହ କରୋନାରେ ଦେଶର ତେଲେଙ୍ଗାନାରେ ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି । ୭୪ବର୍ଷୀୟ କରୋନା ରୋଗୀଙ୍କ ତେଲେଙ୍ଗାନାରେ ମୃତ୍ୟୁ ହୋଇଛି ।
ସେହିପରି ଆଜି ସକାଳେ ମଧ୍ୟ କରୋନାରେ କେରଳରେ ପ୍ରଥମ ମୃତ୍ୟୁ ହୋଇଥିଲା । ୬୯ବର୍ଷୀୟା ମହିଳା ଜଣକ ନିକଟରେ ଦୁବାଇରୁ ଫେରିଥିବା ବେଳେ ତାଙ୍କୁ ଏର୍ଣ୍ଣାକୁଲମ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.