fbpx

ମେଡ଼ିକାଲ୍ ଅଫିସରଙ୍କ ପଦୋନ୍ନତିକୁ ସବୁଜ ସଙ୍କେତ

ଭୁବନେଶ୍ୱର, ୨୮ା୩(ଓଡ଼ିଶା ଭାସ୍କର): କରୋନା ମୁକାବିଲାରେ ଡାକ୍ତରଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ଏହାସହ ଡାକ୍ତରଙ୍କ ଡ଼ିଏସିପି ନିୟମକୁ ଥରକ ପାଇଁ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଟକି ରହିଥିବା ମେଡ଼ିକାଲ୍ ଅଫିସରଙ୍କ ପଦୋନ୍ନତିକୁ ସବୁଜ ସଙ୍କେତ ମିଳିଛି । ଏପ୍ରିଲ ୩୦ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି ।

Get real time updates directly on you device, subscribe now.