fbpx

ସିକ୍କିମକୁ ଛୁଇଁଲା କରୋନା, ଜଣେ ଆକ୍ରାନ୍ତ ଚିହ୍ନଟ

AAKASH

ସିକ୍କିମ, ୨୩ା୫: ଆଜି ସିକ୍କିମରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ବୟସ ୨୫ବର୍ଷ । ସେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟିନରେ ଥିଲେ । ଏହାସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୫,୧୦୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୭୨୦ରେ ପହଞ୍ଚିଛି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୯,୫୯୭ ଥିବା ବେଳେ ସୁସ୍ଥ ହୋଇଛନ୍ତି ୫୧,୭୮୩ଜଣ ।

Get real time updates directly on you device, subscribe now.