fbpx

ଇରାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

ଇରାନ, ୮ା୧: ଇରାନରେ ବଡ଼ ଦୁର୍ଘଟଣା ହୋଇଛି । ଇରାନର ତେହରାନଠାରେ ଏକ ଯାତ୍ରୀବାହି ବିମାନ ଦୁର୍ଘଟଣା ହୋଇଛି । ୟୁକ୍ରେନର ବିମାନ ଖସି ପଡ଼ିଥିବା ସୂଚନା ମିଳିଛି । ସେହି ବିମାନରେ ୧୮୦ଜଣ ଯାତ୍ରୀ ଥିବା ଜଣାପଡ଼ିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ଦୁର୍ଘଟଣାରେ କାହାର ଧନଜୀବନ ହାନି ନେଇ କୌଣସି ସୂଚନା ହସ୍ତକ୍ଷେପ ହୋଇନାହିଁ ।

Get real time updates directly on you device, subscribe now.