fbpx
BJD
BJD SKY
BJD SKY

ବିସ୍ଫୋରଣର ଆସିଲା ଫରେନସିକ୍ ରିପୋର୍ଟ

ଭୁବନେଶ୍ୱର,୧୧ ।୧୧(ଓଡିଶା ଭାସ୍କର): ଭୁବନେଶ୍ୱର ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଆସିଲା ଫରେନସିକ୍ ରିପୋର୍ଟ । ଯାଞ୍ଚ ପାଇଁ ଫରିଦାବାଦ ଯିବ କମିସନରେଟ ପୋଲିସ । ଫରେନସିକ୍ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ କମିସନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.