fbpx

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଫରେଷ୍ଟର

ଗଜପତି, ୧୪ା୧(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଗଜପତି ରମାଗିରି ଫରେଷ୍ଟର ଦିବାକର ଲେଙ୍କା । କଟର ମେସିନ ମୁକୁଳାଇବା ପାଇଁ ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି । କଟର ମେସିନ ମୁକୁଳାଇବାକୁ ୫ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଲାଞ୍ଚ ମାଗୁଥିବା ବେଳେ ବ୍ରହ୍ମଗିରି ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.