ଅଷ୍ଟ୍ରେଲିଆ ଆଗରେ ୨୫୬ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

0 94

ନୂଆଦିଲ୍ଲୀ, ୧୪ା୧: ଭାରତ- ଅଷ୍ଟ୍ରେଲିଆ ଆଜି ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଭାରତ ଅଷ୍ଟ୍ରେଲିଆ ଆଗରେ ବିଜୟ ଲକ୍ଷ୍ୟ ରଖିଛି ୨୫୬ ରନ । ଭାରତ ୪୯.୧ ଓଭରରେ ୨୫୫ରନରେ ଅଲଆଉଟ ହୋଇଛି । ଶିଖର ଧୱନ ୭୪ରନ କରିଥିବା ବେଳେ କେ.ଏଲ.ରାହୁଲ ୪୭ରନରେ ଅଲଆଉଟ ହୋଇଛନ୍ତି । ଅଷ୍ଟ୍ରେଲିଆର ମିଚେଲ ଷ୍ଟ୍ରାକଙ୍କୁ ସର୍ବାଧିକ ୩ଟି ୱିକେଟ ମିଳିଛି । ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ।

Leave A Reply

Your email address will not be published.