fbpx

ପୂର୍ବତନ ଡିଜିପି ଏସ କେ ଚାଟାର୍ଜୀଙ୍କ ପରଲୋକ

ଭୁବନେଶ୍ୱର,୧୫ ।୧୧(ଓଡିଶା ଭାସ୍କର): ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସ କେ ଚାଟାର୍ଜୀଙ୍କ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ନୂଆଦିଲ୍ଲୀଠାର ପରଲୋକ ଘଟିଥିବା ଡିଜିପି ଅଭୟ ଜଣାଇଛନ୍ତି । ଏହି ସହ ସେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଚାଟାର୍ଜୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।

ତେବେ ଚାଟାର୍ଜୀ ୧୯୬୬ ବ୍ୟାଚର ଆଇପିଏସ ଅଫିସର ଥିଲେ ଓ ୨୦୦୦ରୁ ୨୦୦୧ ପର୍ଯ୍ୟନ୍ତ  ଡିଜିପି ଭାବେ ଦାୟିତ୍ୱ ସମ୍ଭାଳିଥିଲେ ।

Get real time updates directly on you device, subscribe now.