ଭୁବନେଶ୍ବରରୁ ଦିନକରେ ୫୭ ପଜିଟିଭ୍ ଚିହ୍ନଟ

COVID-19 Updates
  • World 161,472,341
    World
    Confirmed: 161,472,341
    Active: 17,829,134
    Recovered: 140,292,022
    Death: 3,351,185
  • USA 33,589,578
    USA
    Confirmed: 33,589,578
    Active: 6,370,885
    Recovered: 26,620,848
    Death: 597,845
  • India 23,943,878
    India
    Confirmed: 23,943,878
    Active: 3,699,515
    Recovered: 19,983,310
    Death: 261,053
  • Brazil 15,361,686
    Brazil
    Confirmed: 15,361,686
    Active: 1,009,213
    Recovered: 13,924,217
    Death: 428,256
  • Turkey 5,072,462
    Turkey
    Confirmed: 5,072,462
    Active: 227,350
    Recovered: 4,801,291
    Death: 43,821
  • Russia 4,913,439
    Russia
    Confirmed: 4,913,439
    Active: 270,838
    Recovered: 4,527,878
    Death: 114,723
  • UK 4,444,631
    UK
    Confirmed: 4,444,631
    Active: 58,682
    Recovered: 4,258,298
    Death: 127,651
  • Italy 4,139,160
    Italy
    Confirmed: 4,139,160
    Active: 346,008
    Recovered: 3,669,407
    Death: 123,745
  • Germany 3,569,249
    Germany
    Confirmed: 3,569,249
    Active: 242,760
    Recovered: 3,240,300
    Death: 86,189
  • Pakistan 870,703
    Pakistan
    Confirmed: 870,703
    Active: 75,052
    Recovered: 776,315
    Death: 19,336
  • China 90,808
    China
    Confirmed: 90,808
    Active: 291
    Recovered: 85,881
    Death: 4,636

ଭୁବନେଶ୍ୱର,୧୫ ।୧୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୫୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ୭୫ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଟୁଇଟ୍‌ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)।

ତେବେ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୧୨୭ରେ ପହଞ୍ଚିଥିବା ବେଳେ ୨୯,୨୨୦ ଜଣ ସୁସ୍ଥ ହୋଇଛନ୍ତି। ୬୯୦ ଜଣ ଚିକିତ୍ସିତ ହେଉଛନ୍ତି। ୧୯୬ ଜଣଙ୍କ ମୃତ୍ୟୁ ଘଟିଛି। ମଞ୍ଚେଶ୍ବରରୁ ୫, ପୋଖରୀପୁଟରୁ ୪, ନୟାପଲ୍ଲୀରୁ ୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed.