fbpx

BREAKING NEWS: ଦଳର ଅବହେଳା ଅଭିଯୋଗ କରି ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ

ଓଡିଶା ଭାସ୍କର: ବିଜେଡି ଛାଡିଲେ ବଳଭଦ୍ର ମାଝୀ। ଦଳର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ଦେଖିବାକୁ ମିଳିଛି। ତେବେ ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ପୂର୍ବତନ ବିଧାୟକ ତଥା ବିଜେଡି ନେତା ବଳଭଦ୍ର ମାଝୀ ଆଜି ତାଙ୍କ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

 

Get real time updates directly on you device, subscribe now.