fbpx

ବିଜେଡିରୁ ଇସ୍ତଫା ଦେଇଥିବା ୪ବିଧାୟକଙ୍କୁ ଜବାବ ତଲବ; ୨୭ସୁଦ୍ଧା ଦେବେ ଉତ୍ତର

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେଡିରୁ ଇସ୍ତଫା ଦେଇଥିବା ୪ ଜଣ ବିଧାୟକଙ୍କୁ ଜବାବ ତଲବ ଜାରି ହୋଇଛି । ସମୀର ଦାଶ, ସୀମାରାଣୀ ନାୟକ, ରମେଶ ସାଏ, ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ । ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ଜାରି ହେଲା ନୋଟିସ ।

କାହିଁକି ବିଧାୟକ ପଦ ରଦ୍ଦ ନହେବ ପକ୍ଷ ରଖିବାକୁ ନୋଟିସ ଜାରି କରାଯାିଛି । ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଆବେଦନ ଆଧାରରେ ନୋଟିସ ହୋଇଛି । ବାଚସ୍ପତିଙ୍କ ନିର୍ଦ୍ଦେଶରେ ନୋଟିସ କଲେ ବିଧାନସଭା ସଚିବ ।

Get real time updates directly on you device, subscribe now.