fbpx

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର, ୧୪।୫(ଓଡିଶା ଭାସ୍କର): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ ଘଟିଛି। କ୍ୟାପିଟାଲ ହସ୍ପିଟାଲରେ ୯୯ ବର୍ଷ ବୟସରେ ଭବାନୀ ଚରଣଙ୍କ ଦେହାନ୍ତ ହୋଇଛି।

ସେ ରାଜ୍ୟସଭାକୁ ୩ ଥର ନିର୍ବାଚିତ ହୋଇଥିଲେ ପଦ୍ମଶ୍ରୀ ଭବାନୀ ଚରଣ। ମୃତ୍ୟୁ ପୂର୍ବରୁ ଶରୀର ଦାନ ସେ କରିଦେଇଥିଲେ  ।

Get real time updates directly on you device, subscribe now.