fbpx
BSKY SKY
BSKY SKY

Israel–Hamas war; ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଫ୍ରାନ୍ସ ରାଷ୍ଟ୍ରପତି

BSKY

ଓଡିଶା ଭାସ୍କର; ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ମଙ୍ଗଳବାର ଦିନ ତେଲ ଆଭିଭରେ ପହଞ୍ଚିଛନ୍ତି । ତେଲ ଅବିବରେ ମାକ୍ରନ ପହଞ୍ଚିବା ପରେ ତାଙ୍କୁ ଇସ୍ରାଏଲ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ଦ୍ୱାରା ହୋଇଥିବା ମର୍ମନ୍ତୁଦ ଆକ୍ରମଣ ପରେ ଇସ୍ରାଏଲ ସହ ତାଙ୍କ ଦେଶର ସମ୍ପୂର୍ଣ୍ଣ ଏକତା ପ୍ରକାଶ କରିଛନ୍ତି ମାକ୍ରନ । ତେବେ ଏହି ଗ୍ରସ୍ତ ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଫ୍ରାନ୍ସ ରାଷ୍ଟ୍ରପତି ।

Get real time updates directly on you device, subscribe now.