fbpx

ବ୍ରାଉନ୍ ବିକିନିରେ ଗାବ୍ରିଏଲା: ଦେଖନ୍ତୁ ହଟ୍ ବିଚ୍ ଫଟୋ

ମୁମ୍ବାଇ: ବିଚରେ ବିକନି ସହିତ ଫଟୋ ଶେୟାର କରିଛନ୍ତି ମଡେଲ ଗାବ୍ରିଏଲା । ୩୪ ବର୍ଷୀୟ ସାଉଥ୍ ଆଫ୍ରିକାନ ମଡେଲ ଜଣକ ନିଜର ଫଟୋ ଶେୟାର କରିବା ସହିତ ଇନଷ୍ଟାଗ୍ରାମରେ ନିଆଁ ଲଗାଇଛନ୍ତି । ଧୂସର ରଙ୍ଗର ବିକିନି ସହିତ ଖୋଲା ବାଳରେ ଅତ୍ୟନ୍ତ ହଟ ଲାଗୁଥିଲେ ଗାବ୍ରିଏଲା ।

ଗାବ୍ରିଏଲାଙ୍କ ଏହି ଫଟୋକୁ ଅନେକ ସାଥୀ ମଡେଲ ବେଶ ପସନ୍ଦ କରିଛନ୍ତି । ବୁଧବାର ଦିନ ଏକ ସମୁଦ୍ର କୂଳରେ ଗାବ୍ରିଏଲା ଡେମେଟ୍ରିଏଡସ୍ଙ୍କୁ ପଇଡ ପାଣି ପିଥିବାର ଦେଖିବାକୁ ମିଳିଥିଲା । ସେ ବାଦାମୀ ରଙ୍ଗର ଟପ୍ ପିନ୍ଧିଥିଲେ ଏବଂ ଧଳା ଓ କଳା ରଙ୍ଗର କପଡା ଅଣ୍ଟାରେ ବାନ୍ଧିଥିବାର ଦେଖିବାକୁ ମିଳିଥିଲା । ସମୁଦ୍ର କୂଳରେ ଗାବ୍ରିଏଲା ଖୋଲା କେଶରେ ଫୋଟ ଉଟେଇଥିଲେ । ସେ ଇନଷ୍ଟାଗ୍ରାରେ ଖଜୁରୀ ଗଛ ଇମୋଟ ଲଗାଇ ଫୋଟ ସେୟାର କରିବାର ଦେଖିବାକୁ ମିଳିଥିଲା । ଗାବ୍ରିଏଲାଙ୍କ ଇନଷ୍ଟାଗ୍ରା ପୋଷ୍ଟକୁ ବଲିଉଡ ଅଭିନେତ୍ରୀ ମୌନି ରୟ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.