fbpx

ସ୍ନାନ ମଣ୍ଡପକୁ ଆସିଲେନି ଗଜପତି

ପୁରୀ,୫ ।୬(ଓଡିଶା ଭାସ୍କର): ଆଜି ଶ୍ରୀଜୀଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । କିନ୍ତୁ ଏହି ଶୁଭ ଅବସରରେ ସ୍ନାନ ମଣ୍ଡପକୁ ସେବା ପାଇଁ ଆସିଲେନି ଗଜପତି ମହାରାଜ । ମହାରାଜଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଛେରାପହଁରା କାର୍ଯ୍ୟ ତୁଲାଇଲେ । ଗଜପତି ନଆସିଥିବା ବେଳେ ଶଙ୍କରାଚାର୍ଯ୍ୟ ମଧ୍ୟ ସ୍ନାନବେଦୀକୁ ନଆସିବା ସୂଚନା ରହିଛି । ତେବେ ଏଭଳି ଶୁଭ କାର୍ଯ୍ୟରେ ଗଜପତି ମହାରାଜା କାହିଁକି ଆସିଲେ ନାହିଁ ବୋଲି ଏବେ ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.