fbpx

ଶପଥ ନେଲେ ଗଜେନ୍ଦ୍ର ମହାପାତ୍ର

ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସଦସ୍ୟ ହୋଇଛନ୍ତି ଗଜେନ୍ଦ୍ର ମହାପାତ୍ର । ଆଜି ଆୟୋଗର ସଦସ୍ୟ ଭାବେ ଶପଥ ନେଇଛନ୍ତି ଗଜେନ୍ଦ୍ର ମହାପାତ୍ର । ତାଙ୍କୁ ଶପଥ ପାଠ କରାଇଛନ୍ତି ଆୟୋଗର ଅଧ୍ୟକ୍ଷ ଉପେନ୍ଦ୍ରନାଥ ବେହେରା ।

Get real time updates directly on you device, subscribe now.