fbpx

ରାଜଧାନୀର ଗ୍ୟାଲେକ୍ସି ଗାର୍ଡେନ ସିଲ୍

ଭୁବନେଶ୍ୱର,୨୦ ।୧୦(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଗ୍ୟାଲେକ୍ସି ଗାର୍ଡେନକୁ ସିଲ୍ କରିଛି ଇନଫୋସିଟି ପୋଲିସ । କୋଭିଡ କଟକଣା ଉଲ୍ଲଙ୍ଘନ କରିଥିବାରୁ ଗ୍ୟାଲେକ୍ସି ଗାର୍ଡେନକୁ ସିଲ୍ କରାଯାଇଛି । ବଡ ପରଦାରେ ଆଇପିଏଲ ଦେଖୁଥିବାରୁ ପୋଲିସ ସିଲ୍ କରିଛି । ମାଲିକଙ୍କୁ ନୋଟିସ ସହ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.