fbpx

ବଲାଙ୍ଗିର ଜେଲ୍‌ରେ ଗାଙ୍ଗୱାର; ଖବର ପାଇ ଚଢ଼ାଉ କରୁଛି ପୋଲିସ ବିଭାଗ

ବଲାଙ୍ଗିର: (ଓଡ଼ିଶା ଭାସ୍କର) ବଲାଙ୍ଗିର ଜେଲ୍‌ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ାଉ । ବଲାଙ୍ଗିର ଜେଲ୍‌ରେ ଗାଙ୍ଗୱାର ଖବର ପାଇବା ପରେ କରାଯାଉଛି ଚଢ଼ାଉ । ଏସ୍‌ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ହେଉଛି ଏହି ବଡ଼ଧରଣର ଚଢ଼ାଉ । ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୯ ଅଫିସର ସାମିଲ ଅଛନ୍ତି । ବିଡ଼ି, ସିଗାରେଟ୍, ଦିଆସିଲ୍ ଓ ଅନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି । ଜେଲ୍ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ କରାଯାଉଛି ସନ୍ଦେହ ।

Get real time updates directly on you device, subscribe now.