fbpx

ପ୍ରବାସୀଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ ମୋଦୀ

ନୂଆଦିଲ୍ଲୀ,୧୮ ।୬: କରୋନା ଯୋଗୁଁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏଥିରେ ପ୍ରବାସୀମାନେ ବିଶେଷ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ସୁବିଧାକୁ ଦୃଷ୍ଟି ରଖି ଜୁନ ୨୦ରେ ‘ଗରିବ କଲ୍ୟାଣ ଯୋଜନା’ ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଯୋଜନା ଅନୁସାରେ,୬ଟି ରାଜ୍ୟର ୧୧୬ ଜିଲ୍ଲାରେ ୧୨୫ ଦିନ କାମ କରିବେ ପ୍ରବାସୀ ଶ୍ରମିକ । ଏପରି କରିବା ଦ୍ଵାରା ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ସଙ୍କଟ ଦୂର କରାଯାଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.