fbpx

GATE ପରୀକ୍ଷା ଆବେଦନର ତାରିଖ ଅବଧି ବୃଦ୍ଧି

ନୂଆଦିଲ୍ଲୀ, ୨୯/୯:  GATE  ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ ତାରିଖ ବୃଦ୍ଧି ପାଇଛି। ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଛି। ପୂର୍ବରୁ ଆବେଦନର ଶେଷ ତାରିଖ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଥିଲା।

ପ୍ରାର୍ଥୀମାନେ ଅନଲାଇନରେ ପଞ୍ଜୀକୃତ କରି ଆବେଦନ ଫର୍ମକୁ gate.iitb.ac.in କିମ୍ବା ସିଧାସଳଖ appsgate.iitb.ac.in ରେ ପଠାଇ ପାରିବେ ।

Get real time updates directly on you device, subscribe now.