fbpx

୬ବର୍ଷର ନାବାଳିକାକୁ ଦୁଷ୍କର୍ମ !

Advertisement

କଟକ, ୨୨ା୧୧(ଓଡ଼ିଶା ଭାସ୍କର): ପୁଣିଥରେ ଏକ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । ଏହିପରି ଲଜ୍ଜାକାର ଘଟଣା କଟକ ନେମାଳ ଅଞ୍ଚଳରେ ଘଟିଛି । ନାବାଳିକାକୁ ୬ବର୍ଷ ହୋଇଥିବା ଜଣାପଡ଼ିଛି । ଗାଁ ନିକଟରେ ଯାତ୍ରା ଦେଖିବାକୁ ଆସିଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅସୁସ୍ଥ ନାବାଳିକାକୁ ନିଶ୍ଚିନ୍ତକୋଇଲି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହାପରେ ପୋଲିସ ଏହି ଅଭିଯୋଗର ତଦନ୍ତ ଜାରି ରଖିଥିବା ସୂଚନା ରହିଛି ।

Get real time updates directly on you device, subscribe now.