fbpx

ଡେଙ୍ଗୁ ରୋଗୀଙ୍କ ପାଇଁ କୌଣସି ବରଦାନରୁ କମ୍ ନୁହେଁ ଛେଳି କ୍ଷୀର , ଜାଣନ୍ତୁ ଏହାର ଲାଭ

ଗାଈ କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ବୋଲି ତ ସମସ୍ତେ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଗାଈ କ୍ଷୀର ପରି ଛେଳି କ୍ଷୀର ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଏହି କ୍ଷୀର ଆପଣଙ୍କୁ ପୋଷଣ ଦେବା ସହ ଅନେକ ଶାରୀରିକ ଓ ମାନସିକ ସମସ୍ୟାରୁ ରକ୍ଷା କରିଥାଏ । ଡେଙ୍ଗୁ ରୋଗୀଙ୍କ ପାଇଁ ଛେଳି କ୍ଷୀର ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଶରୀରରେ ଡେଙ୍ଗୁର ଲକ୍ଷଣକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତିତ ଛେଳି କ୍ଷୀର ସ୍ୱାସ୍ଥ୍ୟ ସହିତ ଜଡିତ ଅନେକ ସମସ୍ୟାରୂ ଦୂର କରିବା ପାଇଁ କାମ କରିଥାଏ ।

-ଛେଳି କ୍ଷୀରରେ ଅଧିକ ପରିମାଣରେ ମ୍ୟାଗ୍ନେସିୟମ ଓ କ୍ୟାଲସିୟମ ରହିଥାଏ, ଯାହାକି ଶରୀରରେ ପ୍ଲେଟଲେଟ କାଉଣ୍ଟ କରିବାରେ ସାହାର୍ଯ୍ୟ କରିଥାଏ । ଏହା ବ୍ୟତିତ ଡେଙ୍ଗୁ ଦ୍ୱାରା ସୃଷ୍ଟି ହୋଇଥିବା ଅନ୍ୟ ସମସ୍ୟାକୁ ବି ଠିକ୍ କରିଥାଏ ।

-ଚର୍ମ ପାଇଁ ମଧ୍ୟ ଛେଳି କ୍ଷୀର ଫଳପ୍ରଦ ହୋଇଥାଏ । ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ଚର୍ମକୁ ସୁସ୍ଥ ରଖିଥାଏ । ଶରୀରରେ ଖାଲକୁ ସଫା କରିବା ସହ ପିମ୍ପଲ ସମସ୍ୟାକୁ ଦୂର କରିଥାଏ । ଏହା ଦ୍ୱାରା ତ୍ୱଚାରେ ଅଧିକ ଚମକ ଆସିଥାଏ ।

Get real time updates directly on you device, subscribe now.