fbpx

ବହୁତ ଶସ୍ତା ହେଲା ସୁନା, ବାହାଘର ସିଜିନ ପାଇଁ ଏତେ ହେଇଗଲା ହୋଇଗଲା ସୁନାଦର

କୋଭିଡ଼ ଯୋଗୁଁ ସୁନା ଦର ମାର୍କେଟ ରେ ପ୍ରତିଦିନ ଉପର ତଳ ହେବାରେ ଲାଗିଛି । ତେବେ ପାର୍ବଣ ଋତୁ ଶେଷ ହେବାକୁ ଯାଉଛି । ଦୀପାବଳି ପର୍ବ ପରେ ବିବାହ ଋତୁ ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ସୁନା ଓ ରୂପା ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି । ଖବର ଅନୁଯାୟୀ, ୨୦୨୧ ମସିହାରେ ସୁନା ଓ ରୂପା ମୂଲ୍ୟ ଫେବୃଆରୀ ଏବଂ ମାର୍ଚ୍ଚ ସୁଦ୍ଧା ଆହୁରି ହ୍ରାସ ପାଇପାରେ । ଶନିବାର ଦିନ ସୁନା ମୂଲ୍ୟରେ କ୍ରମାଗତ ହ୍ରାସ ଘଟିଛି ।

ସୁନା ଦର ହ୍ରାସ :ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ  ୪୮, ୬୬୦ ଟଙ୍କା ହ୍ରାସ ପାଇଥିବାବେଳେ ୨୨ କ୍ୟାରେଟ ସୁନା ୪୭, ୬୬୦ ରୁ ୪୭, ୬୫୦ ଟଙ୍କା ହ୍ରାସ ପାଇଛି । ଏଥି ସହିତ ଶନିବାର ଦିନ ରୂପା ମୂଲ୍ୟ  କିଲୋଗ୍ରାମକୁ ୫୯, ୨୦୦ ଟଙ୍କାକୁ ହ୍ରାସ କରାଯାଇଛି । ଭବିଷ୍ୟତରେ ସୁନା ଦର ଆହୁରି ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି । ତଥାପି, ଏହା ସତ୍ତ୍ୱେ ଲୋକମାନେ ସୁନା ପ୍ରତି ଆଗ୍ରହ ଦେଖାଉ ନାହାଁନ୍ତି ।

Get real time updates directly on you device, subscribe now.