fbpx

ପୁଣି ବିମାନବନ୍ଦରରୁ ସୁନା ଜବତ

ଭୁବନେଶ୍ୱର,୨୦ ।୧(ଓଡିଶା ଭାସ୍କର): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି । କ୍ୱାଲାଲମପୁରରୁ ଏୟାର ଏସିଆ ବିମାନ ଆସୁଥିଲା ଏହି ସୁନା । ବିମାନମନ୍ଦରରୁ ୨୧୫.୬୦୦ ଗ୍ରାମ ସୁନା ଜବତ କରିଛି କଷ୍ଟମ ବିଭାଗ । ଜବତ ହୋଇଥିବା ସୁନାର ମୂଲ୍ୟ ୮ ଲକ୍ଷ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.