fbpx

ଓଡ଼ିଶାରେ ବିଧାନ ପରିଷଦ ପାଇଁ ବିଜେଡ଼ିର କସରତ

ଭୁବନେଶ୍ୱର, ୨୦ା୧(ଓଡ଼ିଶା ଭାସ୍କର): ଓଡ଼ିଶାରେ ବିଧାନ ପରିଷଦ ନେଇ ରାଜନୈତିକ ହଲଚଲ ଦେଖାଦେଇଥିଲା । ଏହି ପ୍ରସଙ୍ଗରେ ବିଜେଡ଼ି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଏହି ବିଲ୍ ଆସିପାରେ । ଏହି ବିଲ୍ ୧୫ମିନିଟର କାମ । ଏଥିରେ କୌଣସି ବିବାଦ ନାହିଁ, ଏହା ସର୍ବସମ୍ମତିରେ ପାରିତ ହୋଇଥିଲା । ଏନେଇ କେନ୍ଦ୍ରରୁ କିଛି ଅନୁମତି ମିଳିଛି ବୋଲି ପିନାକୀ କହିଛନ୍ତି ।

Get real time updates directly on you device, subscribe now.