fbpx
BSKY
BJD SHG SKY
BJD YOUTH SKY

ସୁନା ମୂଲ୍ୟ କମିବାରେ ଲାଗିଛି, ଜାଣନ୍ତୁ କେତେ ହେଲା ଶସ୍ତା

ନୂଆଦିଲ୍ଲୀ, ୨୩ା୩: ସୁନା ମୂଲ୍ୟରେ ଅହେତୁକ ହ୍ରାସ ଘଟିଛି । ବର୍ତ୍ତମାନ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୫ ହଜାର ଟଙ୍କା ରହିଥିବା ଜଣାପଡ଼ିଛି । ପୂର୍ବ ସପ୍ତାହରେ ସୁନାର ଦାମ ୧୦ ଗ୍ରାମ ପିଛା ୪୪ ହଜାର ୭୫୦ ରହିଥିବା ଲକ୍ଷ୍ୟ କରାଯାଇଥିଲା । ସେହିପରି ରୁପା କିଲୋଗ୍ରାମ ପିଛା ୧୦୦୦ ଟଙ୍କା ରହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ୨୦୨୧ ବର୍ଷ ଆରମ୍ଭରୁ ସୁନା ୧୦ ଗ୍ରାମ ପିଛା ୫୦ ହଜାର ଟଙ୍କା ରହିଥିଲା । ବର୍ତ୍ତମାନ ୧୦ ଗ୍ରାମ ପିଛା ସୁନା ୪୫ ହଜାର ଟଙ୍କା ରହିଛି । ତେବେ ଏଇ ତିନିମାସର ସ୍ୱଳ୍ପ ଅବଧି ମଧ୍ୟରେ ସୁନାର ମୂଲ୍ୟ ୫ ହଜାର ଟଙ୍କା ହ୍ରାସ ଘଟିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.