fbpx

ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି

ଭୁବନେଶ୍ୱର,୨୩/୭(ଓଡିଶା ଭାସ୍କର): ଶ୍ରମିକଙ୍କ ପାଇଁ ଖୁସି ଖବର। ରାଜ୍ୟରେ ସବୁ ଶ୍ରେଣୀ ଶ୍ରମିକଙ୍କ ଦୈନିକ ମଜୁରି ୫.୪୦ ଟଙ୍କା ବୃଦ୍ଧି ପାଇଛି । ଅଣ କୁଶଳୀ ଶ୍ରମିକଙ୍କ ମଜୁରି ୩୦୩.୪୦ ଟଙ୍କା ବୃଦ୍ଧି ପାଇଛି। ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ମଜୁରି ୩୪୩.୪୦ ଟଙ୍କା ବୃଦ୍ଧି ପାଇଛି। କୁଶଳୀ ଶ୍ରମିକଙ୍କ ମଜୁରି ୩୯୩.୪୦ ଟଙ୍କା ବୃଦ୍ଧି ପାଇଛି। ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରି ୪୫୩.୪୦ ଟଙ୍କାକୁ ବୃଦ୍ଧି ପାଇଛି । ଶ୍ରମିକଙ୍କ ମଜୁରୀ ବୃଦ୍ଧି ନେଇ ଶ୍ରମ କମିଶନର ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।

Get real time updates directly on you device, subscribe now.