fbpx

ଏଣିକି ଗାଁରେ ବି ହୋମ ଆଇସୋଲେସନ

ଭୁବନେଶ୍ୱର,୨୩/୭(ଓଡିଶା ଭାସ୍କର): ଏଣିକି ଗ୍ରାମାଞ୍ଚଳରେ ବି ଘରେ ରହିପାରିବେ କୋରୋନା ରୋଗୀ । ଲକ୍ଷଣ ନଥିବା କିମ୍ବା ସ୍ବଳ୍ପ ଲକ୍ଷଣ ଥିବା ରୋଗୀଙ୍କୁ ମିଳିବ ସୁବିଧା । ସ୍ବଳ୍ପ ଲକ୍ଷଣଯୁକ୍ତ ରୋଗୀଙ୍କର ଅନ୍ୟ ଜଟିଳ ରୋଗ ନଥିବା ଜରୁରୀ । ଉପଯୁକ୍ତ ସୁବିଧା ଥିଲେ ହିଁ ରୋଗୀଙ୍କୁ ଘରେ ରହିବାକୁ ଅନୁମତି ଦିଆଯିବ ବୋଲି ସ୍ୱତନ୍ତ୍ର ରିଲିିଫ କମିଶନର ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.