ସେଲ୍, ସେଲ୍, ସେଲ୍, ଏତେ କମ୍ ଦାମରେ ମିଳୁଛି ଏହି ଜବରଦସ୍ତ ସ୍ମାର୍ଟଫୋନ, କିଣି ନିଅନ୍ତୁ…, ନହେଲେ ପରେ କହିବେ ହାତରୁ ଖସିଗଲା…

Flipkart ରେ ଚାଲିଥିବା Freedom Sale ରେ ଶସ୍ତାରେ କିଣାଯାଇପାରିବ । ଏହି ସେଲ୍ Flipkart ରେ ୧୩ ଅଗଷ୍ଟ ରୁ ୧୭ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେଉଛି ।

ଓଡ଼ିଶା ଭାସ୍କର: ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । କମ୍ ବଜେଟରେ Motorola ର ଏକ ଜବରଦସ୍ତ ସ୍ମାର୍ଟଫୋନ୍ ପାଇପାରିବେ । ଫିଚର୍ସ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା ଏହି ଦମଦାର୍ ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।

ଆପଣ Motorola G45 5Gକୁ ଶସ୍ତାରେ କିଣିପାରିବେ । ଆପଣ ଏହି Motorola ଫୋନକୁ ୯୦୦୦ ଟଙ୍କାରେ ଘରକୁ ଆଣିପାରିବେ । ଗତ ବର୍ଷ ଲଞ୍ଚ ହୋଇଥିବା ଏହି Motorola ଫୋନରେ ୫୦୦୦mAh ବ୍ୟାଟେରୀ, ତିନୋଟି କ୍ୟାମେରା ସମେତ ଅନେକ ପାୱାରଫୁଲ୍ ଫିଚର୍ସ ରହିଛି । ଏଥି ସହ ଏହି Motorola ଫୋନକୁ Flipkart ରେ ଚାଲିଥିବା Freedom Sale ରେ ଶସ୍ତାରେ କିଣାଯାଇପାରିବ । ଏହି ସେଲ୍ Flipkart ରେ ୧୩ ଅଗଷ୍ଟ ରୁ ୧୭ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେଉଛି ।

ଫ୍ଲିପକାର୍ଟ ସେଲରେ ଅଫର୍ :
ଏହି Motorola ଫୋନଟି ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ କିଣାଯାଇପାରିବ ଯାହା ହେଉଛି- ୪GB RAM + 128GB ଷ୍ଟୋରେଜ୍ ଏବଂ ୮GB RAM + ୧୨୮GB ଷ୍ଟୋରେଜ୍ । ଏହା Flipkart ରେ ୧୦,୯୯୯ ଟଙ୍କାରୁ ଆରମ୍ଭିକ ମୂଲ୍ୟରେ ଲିଷ୍ଟ କରାଯାଇଛି । ଏଥି ସହ ଏହାର ଟପ୍ ଭାରିଆଣ୍ଟ ୧୧,୯୯୯ ଟଙ୍କାରେ ଉପଲବ୍ଧ । ଏହାକୁ ତିନୋଟି କଲର ଅପ୍ସନରେ କିଣାଯାଇପାରିବ ଯାହା ହେଉଛି- ବ୍ଲୁ, ଗ୍ରୀନ୍ ଏବଂ ପର୍ପଲ । ଫୋନଟି କିଣିବା ଉପରେ ଆପଣଙ୍କୁ ୫% କ୍ୟାସବ୍ୟାକ୍ ମିଳିବ, ଏହା ପରେ ଆପଣ ଏହାକୁ ୯,୦୦୦ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଘରକୁ ଆଣିପାରିବେ । ଏହା ବ୍ୟତୀତ, ଫୋନଟି କିଣିବା ଉପରେ ଏକ ଏକ୍ସଚେଞ୍ଜ ଅଫର ମଧ୍ୟ ଉପଲବ୍ଧ ।

ପଢ଼ନ୍ତୁ ଅଧିକ ଖବର…ଧୋକେବାଜ ଟ୍ରମ୍ପ! ଋଷିଆ ସହ ମିଶି ଭାରତକୁ ଦେଲେ ଚକମା, ଏବେ ଋଷିଆ ବି ଛାଡିଦେବେ ଭାରତର ହାତ, କାହିଁକି ପଢନ୍ତୁ ଏ ରିପୋର୍ଟ…

Motorola G45 5Gର ଫିଚର୍ସ :
ମୋଟୋରୋଲାର ଏହି ବଜେଟ୍ ଫୋନଟି ୬.୫ ଇଞ୍ଚ HD+ ଡିସପ୍ଲେ ସହିତ ଆସିଥାଏ । ଫୋନର ଡିସପ୍ଲେ ୧୨୦Hz ହାଇ ରିଫ୍ରେସ୍ ରେଟ୍ ଫିଚର୍ସକୁ ସପୋର୍ଟ କରେ । ଏହାର ପ୍ରୋଟେକ୍ସନ ପାଇଁ Corning Gorilla Glass 3 ଉପଲବ୍ଧ ହେବ । ଏହି ଫୋନ୍ Qualcomm Snapdragon 6s Gen 3 ପ୍ରୋସେସରରେ କାମ କରେ । ଫୋନଟି ୮GB ପର୍ଯ୍ୟନ୍ତ RAM ଏବଂ ୧୨୮ GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜକୁ ସପୋର୍ଟ କରିବ । ଏଥି ସହ ଫୋନର RAM ଏବଂ ଷ୍ଟୋରେଜକୁ ଏକ୍ସପାଣ୍ଡ କରାଯାଇପାରିବ ।

ଆପଣମାନେ ଜାଣିରଖନ୍ତୁ ଯେ, ଏହି Motorola ଫୋନଟି ଏକ ପାୱାରଫୁଲ୍ ୫୦୦୦mAh ବ୍ୟାଟେରୀ ସହିତ ଆସିଥାଏ । ଏହି ଫୋନରେ ୨୦W USB Type C ଚାର୍ଜିଂ ଫିଚର୍ ଅଛି । ଫୋନରେ ଡୁଆଲ୍ ବ୍ୟାଣ୍ଡ WiFi, ଡୁଆଲ୍ SIM କାର୍ଡ ଭଳି କନେକ୍ଟିଭିଟି ଫିଚର୍ସ ଉପଲବ୍ଧ ହେବ । ଏହି ଫୋନଟି Android 14 ରେ କାମ କରେ । ଏହାର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ ହେବ । ଏଥି ସହ ଫୋନରେ ୫୦MP ମେନ୍ ଏବଂ ୨MP ସେକେଣ୍ଡାରୀ କ୍ୟାମେରା ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ୧୬MP କ୍ୟାମେରା ଉପଲବ୍ଧ ହେବ । ଏଥି ସହ ଯଦି ଆପଣ କମ୍ ବଜେଟରେ ଏକ ଦମଦାର୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନ୍ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।