fbpx

୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ଗୋପାଳପୁର,୧୦ ।୧୨(ଓଡିଶା ଭାସ୍କର): ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ ।ଏହି ମହୋତ୍ସବ ୨୪ରୁ ୨୮ ପର୍ଯ୍ୟନ୍ତ ଚାଲିବ । ଲୋକଙ୍କ ଭିଡ଼ ଦୃଷ୍ଟିରୁ ଏ ବର୍ଷ ନୂତନ ସ୍ଥାନରେ ହେବ ମହୋତ୍ସବ । ଏଥିରେ ଗଞ୍ଜାମର କଳା, ସଂସ୍କୃତିକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ ଚାଲିଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଗାଡ଼ି ପାର୍କିଂ ପାଇଁ ମଧ୍ୟ ୫ ସ୍ଥାନ ଚିହ୍ନଟ କରାଯାଇଛି ।

Get real time updates directly on you device, subscribe now.