fbpx

କରୋନା ଖର୍ଚ୍ଚର ହିସାବ ଦେଲେ ସରକାର

ଭୁବନେଶ୍ୱର,୨୪ ।୧୧(ଓଡିଶା ଭାସ୍କର): କରୋନା ଖର୍ଚ୍ଚର ହିସାବ ଦେଇଛନ୍ତି ସରକାର । କରୋନା ପରୀକ୍ଷା, ମୁକାବିଲା ଓ ରୋଗୀଙ୍କ ମାଗଣା ଚିକିତ୍ସା ଖର୍ଚ୍ଚର ହିସାବ ସରକାର ଦେଇଛନ୍ତି । କରୋନା ରୋଗୀଙ୍କ ପାଇଁ ୨୨୩ କୋଟି ୮୭ ଲକ୍ଷ ୮୭୬ ଟଙ୍କ ଖର୍ଚ୍ଚ ହୋଇଛି । ୨୩ ଜିଲ୍ଲାରୁ ଏହି ତଥ୍ୟ ଆସିଛି । ବିଧାୟକ ସୌମ୍ୟରଞ୍ଜନଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ଗୃହରେ ଉତ୍ତର ଏନେଇ ଉତ୍ତର ରଖିଛନ୍ତିଚ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

Get real time updates directly on you device, subscribe now.