fbpx
BSKY
BJD MC SKY
BJD YOUTH SKY

ଏଏନଏମଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୨୬ା୨ (ଓଡିଶା ଭାସ୍କର): ଏଏନଏମଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସମସ୍ତ ଆନ୍ଦୋଳନରତ ଏଏନଏମଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଏନେଇ ସରକାରଙ୍କ ପକ୍ଷରୁ ଏକ ବଡ଼ଧରଣର ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଆଜି ବିଧାନସଭା ଗୃହରେ ଏଏନଏମଙ୍କୁ ନିଯୁକ୍ତି ନେଇ ବିବୃତ୍ତି ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ୧୦୯୯ ପଦବୀ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିଛନ୍ତି । ସୂଚନାଯୋଗ୍ୟ ଯେ, ମହାମାରୀକୁ ଦୃଷ୍ଟିରେ ରଖି ଏଏନଏମଙ୍କୁ ସର୍ତ୍ତମୂଳକ ନିଯୁକ୍ତି ପ୍ରଦାନ କରାଯାଇଥିଲା । ସରକାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ନ କରିବାରୁ ସମସ୍ତ ଏଏନଏମ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଥିଲେ ।

Get real time updates directly on you device, subscribe now.