fbpx

ପୁଣି ଖୋଳାହେଲା ପୁରୁଣା ମାମଲା , ପୁଣି ଫସିବେ କି ଅଭିନେତ୍ରୀ କଙ୍ଗନା ରାନାୱତ ?

ଅଭିନେତା ହ୍ରିତିକ ରୋଶନଙ୍କୁ ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟରେ ଫେବୃଆରୀ ୨୭ ରେ ହାଜର ହେବାକୁ ଡକାଯାଇଛି ଓ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବିରୋଧରେ ଦାଖଲ ହୋଇଥିବା ଏକ ମାମଲାରେ ଉଭୟଙ୍କ ମଧ୍ୟରେ ଇମେଲ ବିନିମୟ ନେଇ ହ୍ରିତିକ ରୋଶନଙ୍କ ବିବୃତ୍ତି ରେକର୍ଡ କରିବ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପୋଲିସ |

Get real time updates directly on you device, subscribe now.