fbpx

ବଦଳିଲେ ଗୋଆ ରାଜ୍ୟପାଳ

ଗୋଆ,୧୮ ।୮: କରୋନା ସଙ୍କଟ ସମୟରେ ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବଦଳି ହୋଇଛି । ମେଘାଳୟର ନୂଆ ରାଜ୍ୟପା ହୋଇଛନ୍ତି ସତ୍ୟପାଲ । ସେହିପରି ଅତିରିକ୍ତ ଭାବେ ଗୋଆ ଦାୟିତ୍ୱ ଏବେ ତୁଲାଇବେ ଭଗତ ସିଂହ କୋସିୟାରୀ । କୋସିୟାରୀ ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ଉଭୟଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

Get real time updates directly on you device, subscribe now.