fbpx

ଅନଲକ ୫.୦, ଅକ୍ଟୋବର ମାସ ପାଇଁ ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ, ୩୦/୯: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଦେଶରେ ଅନଲକ ୫ ପାଇଁ ଗାଇଡଲାଇନ ଜାରି ହୋଇଛି। ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ ଓ ଥିଏଟର । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ହଲ୍ । ଅନ୍ୟପଟେ ସ୍କୁଲ ଖୋଲିବା ନିଷ୍ପତ୍ତି  ରାଜ୍ୟ ସରକାର ନେବେ ବୋଲି କୁହାଯାଇଛି। ଅନଲକ ୫ରେ ସୁଇମିଂ ପୁଲ ଖୋଲିବାକୁ  ଅନୁମତି ମିଳିିିଛି। ମନୋରଞ୍ଜନ ପାର୍କ ମଧ୍ୟ ଅକ୍ଟୋବର ୧୫ରୁ ଖୋଲିବ ।

Get real time updates directly on you device, subscribe now.