fbpx

ଅକ୍ଟୋବରରେ କିପରି ଚାଲିବ ସରକାରୀ ଅଫିସ, ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର, ୩୦/୯(ଓଡିଶା ଭଦକର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରି ମଧ୍ୟରେ ଅକ୍ଟୋବରରେ ସରକାରୀ ଅଫିସ ଚାଲିବା ନେଇ ଗାଇଡ଼ଲାଇନ  ଜାରି ହୋଇଛି। ଭୁବନେଶ୍ବର ଓ କଟକରେ ୫୦ ପ୍ରତିଶତ କର୍ମଚାରୀରେ  ଅଫିସ ଚାଲିବ। ଅଫିସକୁ କେଉଁ କର୍ମଚାରୀ ଆସିବେ ସ୍ଥିର କରିବେ ବିଭାଗୀୟ ମୁଖ୍ୟ । ଏହାସହ ସାରା ରାଜ୍ୟରେ ସମସ୍ତ ସରକାରୀ ଅଫିସ ଶନିବାର ବନ୍ଦ ରହିବ ।

Get real time updates directly on you device, subscribe now.