fbpx

ଏନକାଉଣ୍ଟରରେ ଟଳିଲା ହାର୍ଡକୋର ମାଓବାଦୀ

ଛତିଶଗଡ,୧୩ ।୧: ଛତିଶଗଡ ଚିକପାଲି ଜଙ୍ଗଲରେ ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପୋଲିସ ଏନକାଉଣ୍ଟରରେ ଟପ୍ ମାଓ ନେତା ଏରିଆ କମାଣ୍ଡର ହିଡମା ମୁଚାକିର ମୃତ୍ୟୁ ହୋଇଛି । ପୂର୍ବରୁ ହିଡମା ନାଁରେ ଧରାଇଦେବାକୁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା ।

Get real time updates directly on you device, subscribe now.