ବରମାନେ ଏଠାରେ କିଣିଥାନ୍ତି ମନପସନ୍ଦର କନ୍ୟାଙ୍କୁ, ତିନି ବର୍ଷରେ ଥରେ ଖୋଲାହୁଏ ଏହି ମାର୍କେଟ, ଜାଣନ୍ତୁ କେଉଁଠି

0
COVID-19 Updates
  • World 97,309,892
    World
    Confirmed: 97,309,892
    Active: 25,374,950
    Recovered: 69,851,616
    Death: 2,083,326
  • USA 24,998,975
    USA
    Confirmed: 24,998,975
    Active: 9,614,365
    Recovered: 14,968,716
    Death: 415,894
  • India 10,611,719
    India
    Confirmed: 10,611,719
    Active: 193,107
    Recovered: 10,265,706
    Death: 152,906
  • Brazil 8,639,868
    Brazil
    Confirmed: 8,639,868
    Active: 862,353
    Recovered: 7,564,622
    Death: 212,893
  • Russia 3,633,952
    Russia
    Confirmed: 3,633,952
    Active: 539,416
    Recovered: 3,027,316
    Death: 67,220
  • UK 3,505,754
    UK
    Confirmed: 3,505,754
    Active: 1,840,945
    Recovered: 1,571,519
    Death: 93,290
  • Italy 2,414,166
    Italy
    Confirmed: 2,414,166
    Active: 523,553
    Recovered: 1,806,932
    Death: 83,681
  • Turkey 2,406,216
    Turkey
    Confirmed: 2,406,216
    Active: 97,810
    Recovered: 2,283,919
    Death: 24,487
  • Germany 2,090,161
    Germany
    Confirmed: 2,090,161
    Active: 298,065
    Recovered: 1,741,800
    Death: 50,296
  • Pakistan 527,146
    Pakistan
    Confirmed: 527,146
    Active: 35,293
    Recovered: 480,696
    Death: 11,157
  • China 88,701
    China
    Confirmed: 88,701
    Active: 1,598
    Recovered: 82,468
    Death: 4,635

ଏ ଦୁନିଆରେ ସବୁକିଛି ଆପଣ କିଣି ପାରିବେ, କେବଳ ପାଖରେ ପଇସା ଥିବା ଆବଶ୍ୟକ । ଏପରିକି ପୁରୁଷମାନେ ସେମାନଙ୍କର ମନପସନ୍ଦର କନ୍ୟାଙ୍କୁ ମଧ୍ୟ କିଣିପାରିବେ । କନ୍ୟା କିଣିବା ପାଇଁ ବୁଲଗେରିଆରେ ଷ୍ଟାରା ଜାଗୋରା ସହରରେ ଏକ ମାର୍କେଟ ରହିଛି ।

ବୁଲଗେରିଆର ଏହି ବଜାର ୩ ବର୍ଷ ଥରେ ଖୋଲିଥାଏ । ଏହି ବଜାରରେ ଗରିବ ପରିବାରର ଝିଅମାନଙ୍କୁ ବିକ୍ରି କରାଯାଇଥାଏ । ପରିବାର ଆର୍ଥିକ ସଙ୍କଟ କାରଣରୁ ପିତାମାତା ଝିଅମାନଙ୍କୁ ବିବାହ କରିପାରି ନଥାନ୍ତି । ଫଳରେ ସେମାନଙ୍କ ପାଇଁ ଏହି ମାର୍କେଟ ବରଦାନ ସଦୃଶ ହୋଇଥାଏ । ପିତାମାତା ଏହି ବଜାରକୁ ସେମାନଙ୍କ କନ୍ୟାମାନଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ଆଣିଥାନ୍ତି । କନ୍ୟାଙ୍କୁ ଯେଉଁ ବର ପସନ୍ଦ କରନ୍ତି, ସେ ଉପଯୁକ୍ତ ମୂଲ୍ୟ ପ୍ରଦାନ କରି କନ୍ୟାଙ୍କୁ ସାଥିରେ ନେଇ ଚାଲିଯାଆନ୍ତି ।

ପୁଅମାନେ ଏହି ବଜାରକୁ ନିଜର ପରିବାର ଓ ସମ୍ପର୍କୀୟଙ୍କ ସହିତ ଆସିଥାନ୍ତି । ପୁଅ ଜଣକ ଜଣେ ଝିଅକୁ ପସନ୍ଦ କରି ତାକୁ ନିଜର ଜୀବନସାଥୀ ରୂପେ ଗ୍ରହଣ କରିଥାଏ । ତେବେ ବିବାହ ପୂର୍ବରୁ ପୁଅ ଓ ଝିଅକୁ ପରସ୍ପର ସହିତ ଆଲୋଚନା କରିବା ପାଇଁ ସୁଯୋଗ ଦିଆଯାଇଥାଏ ।

ପୁଅ ଓ ଝିଅ ପରସ୍ପରକୁ ପସନ୍ଦ କରିବା ପରେ ବିବାହ ସ୍ଥିର କରାଯାଇଥାଏ । ପୁଅ ଘର ପକ୍ଷରୁ ଝିଅ ପକ୍ଷଙ୍କୁ କିଛି ପରିମାଣର ଅର୍ଥ ପ୍ରଦାନ କରାଯାଇଥାଏ । ବହୁ ବର୍ଷ ଧରି ଏହି ମାର୍କେଟ ଚାଲିଆସୁଥିବା ଶୁଣାଯାଉଛି । ତେବେ ଏହି ପ୍ରଥା ଏତେ ବର୍ଷ ଧରି ଚାଲୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେବେ ବି ଏହାକୁ ବିରୋଧ କରାଯାଇନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.