-
World 97,309,892
WorldConfirmed: 97,309,892Active: 25,374,950Recovered: 69,851,616Death: 2,083,326 -
USA 24,998,975
USAConfirmed: 24,998,975Active: 9,614,365Recovered: 14,968,716Death: 415,894 -
India 10,611,719
IndiaConfirmed: 10,611,719Active: 193,107Recovered: 10,265,706Death: 152,906 -
Brazil 8,639,868
BrazilConfirmed: 8,639,868Active: 862,353Recovered: 7,564,622Death: 212,893 -
Russia 3,633,952
RussiaConfirmed: 3,633,952Active: 539,416Recovered: 3,027,316Death: 67,220 -
UK 3,505,754
UKConfirmed: 3,505,754Active: 1,840,945Recovered: 1,571,519Death: 93,290 -
Italy 2,414,166
ItalyConfirmed: 2,414,166Active: 523,553Recovered: 1,806,932Death: 83,681 -
Turkey 2,406,216
TurkeyConfirmed: 2,406,216Active: 97,810Recovered: 2,283,919Death: 24,487 -
Germany 2,090,161
GermanyConfirmed: 2,090,161Active: 298,065Recovered: 1,741,800Death: 50,296 -
Pakistan 527,146
PakistanConfirmed: 527,146Active: 35,293Recovered: 480,696Death: 11,157 -
China 88,701
ChinaConfirmed: 88,701Active: 1,598Recovered: 82,468Death: 4,635
ଏ ଦୁନିଆରେ ସବୁକିଛି ଆପଣ କିଣି ପାରିବେ, କେବଳ ପାଖରେ ପଇସା ଥିବା ଆବଶ୍ୟକ । ଏପରିକି ପୁରୁଷମାନେ ସେମାନଙ୍କର ମନପସନ୍ଦର କନ୍ୟାଙ୍କୁ ମଧ୍ୟ କିଣିପାରିବେ । କନ୍ୟା କିଣିବା ପାଇଁ ବୁଲଗେରିଆରେ ଷ୍ଟାରା ଜାଗୋରା ସହରରେ ଏକ ମାର୍କେଟ ରହିଛି ।
ବୁଲଗେରିଆର ଏହି ବଜାର ୩ ବର୍ଷ ଥରେ ଖୋଲିଥାଏ । ଏହି ବଜାରରେ ଗରିବ ପରିବାରର ଝିଅମାନଙ୍କୁ ବିକ୍ରି କରାଯାଇଥାଏ । ପରିବାର ଆର୍ଥିକ ସଙ୍କଟ କାରଣରୁ ପିତାମାତା ଝିଅମାନଙ୍କୁ ବିବାହ କରିପାରି ନଥାନ୍ତି । ଫଳରେ ସେମାନଙ୍କ ପାଇଁ ଏହି ମାର୍କେଟ ବରଦାନ ସଦୃଶ ହୋଇଥାଏ । ପିତାମାତା ଏହି ବଜାରକୁ ସେମାନଙ୍କ କନ୍ୟାମାନଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ଆଣିଥାନ୍ତି । କନ୍ୟାଙ୍କୁ ଯେଉଁ ବର ପସନ୍ଦ କରନ୍ତି, ସେ ଉପଯୁକ୍ତ ମୂଲ୍ୟ ପ୍ରଦାନ କରି କନ୍ୟାଙ୍କୁ ସାଥିରେ ନେଇ ଚାଲିଯାଆନ୍ତି ।
ପୁଅମାନେ ଏହି ବଜାରକୁ ନିଜର ପରିବାର ଓ ସମ୍ପର୍କୀୟଙ୍କ ସହିତ ଆସିଥାନ୍ତି । ପୁଅ ଜଣକ ଜଣେ ଝିଅକୁ ପସନ୍ଦ କରି ତାକୁ ନିଜର ଜୀବନସାଥୀ ରୂପେ ଗ୍ରହଣ କରିଥାଏ । ତେବେ ବିବାହ ପୂର୍ବରୁ ପୁଅ ଓ ଝିଅକୁ ପରସ୍ପର ସହିତ ଆଲୋଚନା କରିବା ପାଇଁ ସୁଯୋଗ ଦିଆଯାଇଥାଏ ।
ପୁଅ ଓ ଝିଅ ପରସ୍ପରକୁ ପସନ୍ଦ କରିବା ପରେ ବିବାହ ସ୍ଥିର କରାଯାଇଥାଏ । ପୁଅ ଘର ପକ୍ଷରୁ ଝିଅ ପକ୍ଷଙ୍କୁ କିଛି ପରିମାଣର ଅର୍ଥ ପ୍ରଦାନ କରାଯାଇଥାଏ । ବହୁ ବର୍ଷ ଧରି ଏହି ମାର୍କେଟ ଚାଲିଆସୁଥିବା ଶୁଣାଯାଉଛି । ତେବେ ଏହି ପ୍ରଥା ଏତେ ବର୍ଷ ଧରି ଚାଲୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେବେ ବି ଏହାକୁ ବିରୋଧ କରାଯାଇନାହିଁ ।