fbpx

ଆମାଗୀ ୨ ଦିନରେ ଘନ କୁହୁଡି

ଭୁବନେଶ୍ୱର, ୮ ।୧(ଓଡିଶା ଭାସ୍କର): ଆସନ୍ତା ୨ ଦିନରେ ଘନ କୁହୁଡି ନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି । ୯ରେ ଜଗତସିଂହପୁର, କେନ୍ଦ୍ରାପଡା , କଟକ, ଯାଜପୁର, ଭଦ୍ରକ ପାଇଁ ସତର୍କ ସୂଚନା ଜାରି ହୋଇଛି । ୧୦ରେ ଜଗତସିଂହପୁର, ଭଦ୍ରକ, କଟକ, କେନ୍ଦ୍ରାପଡାକୁ ସତର୍କ ରହିବା ପାଇଁ କୁହାଯାଇଛି । ଏନେଇ ପୋଲିସ ଓ ପରିବହନ ଅଧିକାରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.