fbpx

ଘନୀଭୂତ ହେଲା ଲଘୁଚାପ, ଏବେ ପ୍ରବଳ ଛେଚିବ!

ଭୁବନେଶ୍ୱର,୨୫ ।୮(ଓଡିଶା ଭାସ୍କର): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରୀ ଘନୀଭୂତ ହେବାରେ ଲାଗିଛି । ୱେଲ୍ମାର୍କଡ୍ ଲଘୁଚାପରେ ପରିଣତ ହୋଇଛି ଏହି ଲଘୁଚାପ । ଏହାର ପ୍ରଭାବରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିବ ।

ସେହି ୧୪ ଜିଲ୍ଲା ମଧ୍ୟରେ ସାମିଲ ରହିଛି- ଭଦ୍ରକ, ବାଲେଶ୍ୱର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ଓ ବରଗଡ଼ ।

Get real time updates directly on you device, subscribe now.