fbpx

ସାବଧାନ୍! ୩ ଜିଲ୍ଲାରେ ଝଡବର୍ଷା

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ପାଇଁ ୩ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଦିଆଯାଇଛି । ସେହି ୩ଟି ଜିଲ୍ଲା ଯଥା ସୁନ୍ଦରଗଡ, ଝାରସୁଗୁଡା ଓ ବରଗଡରେ ଆକାଶ ଆଶିଂକ ମେଘୁଆ ରହିବ । ଗୋଟିଏ ୨ଟି ସ୍ଥାନରେ ସାମାନ୍ୟ ଝଡବର୍ଷା ହେବାର ସମ୍ଭାବନା ରହିଛି । ୨୪ ଘଣ୍ଟା ଯାଏଁ ଅନ୍ୟ ସବୁ ଜିଲ୍ଲାର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିବାଗ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.