fbpx

ମୂର୍ତ୍ତି ଉଚ୍ଚତାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଜାଣନ୍ତୁ କ’ଣ

କଟକ,୧୬ ।୯(ଓଡିଶା ଭାସ୍କର): ମୂର୍ତ୍ତି ଉଚ୍ଚତାକୁ ବିରୋଧ କରି ହାଇକୋର୍ଟରେ ମାମଲାର ଆଜି ଶୁଣାଣି ହୋଇଛି । ମାମଲାର ଶୁଣାଣି କରି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ‘ପୂଜା କମିଟିଗୁଡିକ ମୂର୍ତ୍ତି ଉଚ୍ଚତା ବିଷୟରେ କଟକ ଡିସିପି ଜଣାଇବେ । ପୂଜା ମଣ୍ଡପ ବୁଲି ଡିସିପି ମୂର୍ତ୍ତିର ଉଚ୍ଚତା ଦେଖି ପାରିବେ । ଏହାପରେ କମିଟିର ଆବେଦନ ଅନୁସାରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ଦିଆଯିବ କହିଛନ୍ତି କୋର୍ଟ।

ଏଥିସହିତ ଏବେ ଯେଉଁ କମିଟି ଯେତିକି ଉଚ୍ଚର ମୂର୍ତ୍ତି ତିଆରି କରିଛନ୍ତି ସେତିକି ରଖିବେ ବୋଲି କୋର୍ଟ କହିଛନ୍ତି।

Get real time updates directly on you device, subscribe now.