ମୂର୍ତ୍ତି ଉଚ୍ଚତାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଜାଣନ୍ତୁ କ’ଣ

0 352

କଟକ,୧୬ ।୯(ଓଡିଶା ଭାସ୍କର): ମୂର୍ତ୍ତି ଉଚ୍ଚତାକୁ ବିରୋଧ କରି ହାଇକୋର୍ଟରେ ମାମଲାର ଆଜି ଶୁଣାଣି ହୋଇଛି । ମାମଲାର ଶୁଣାଣି କରି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ‘ପୂଜା କମିଟିଗୁଡିକ ମୂର୍ତ୍ତି ଉଚ୍ଚତା ବିଷୟରେ କଟକ ଡିସିପି ଜଣାଇବେ । ପୂଜା ମଣ୍ଡପ ବୁଲି ଡିସିପି ମୂର୍ତ୍ତିର ଉଚ୍ଚତା ଦେଖି ପାରିବେ । ଏହାପରେ କମିଟିର ଆବେଦନ ଅନୁସାରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ଦିଆଯିବ କହିଛନ୍ତି କୋର୍ଟ।

ଏଥିସହିତ ଏବେ ଯେଉଁ କମିଟି ଯେତିକି ଉଚ୍ଚର ମୂର୍ତ୍ତି ତିଆରି କରିଛନ୍ତି ସେତିକି ରଖିବେ ବୋଲି କୋର୍ଟ କହିଛନ୍ତି।

Leave A Reply

Your email address will not be published.