fbpx
BJD SKY
BJD SKY

ଆଜି ହାଇ ଥ୍ରୁପୁଟ୍ ଟେଷ୍ଟିଂ ସୁବିଧାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

BJD

ନୂଆଦିଲ୍ଲୀ, ୨୭/୭: ଦେଶରେ କରୋନା ସ୍ଥିତି ବହୁତୁ ବିଗିଡିବାରେ ଲାଗିଛି । ତେଣୁ କରୋନା ଲଢ଼େଇକୁ ସହଜ କରିବା ପାଇଁ ଆଜି ଦେଶରେ ଶୁଭାରମ୍ଭ ହେବ ହାଇ ଥ୍ରୁପୁଟ୍ ଟେଷ୍ଟିଂ ସୁବିଧା। ଏହାକୁ ଅପରାହ୍ନ ୪.୩୦ ରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ୩ଟି ସ୍ଥାନରେ ଏହା ଉପଲବ୍ଧ ହେବ। ନଏଡ଼ା, ମୁମ୍ବାଇ, କୋଲକାତାରେ ଏହି ସୁବିଧା ଉପଲବ୍ଧ ହେବ।

Get real time updates directly on you device, subscribe now.