fbpx

ଏମବିବିଏସ ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ଚିଠି

ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): ଏମବିବିଏସ ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଛି । ୨୦୨୧-୨୪ ଶିକ୍ଷାବର୍ଷରେ ହେବାକୁ ଥିବା ପରୀକ୍ଷା ନେଇ ଏହି ଚିଠି ଲେଖାଯାଇଥିବା ଜଣାପଡ଼ିଛି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ ନିୟନ୍ତ୍ରକଙ୍କୁ ଚିଠି ମଧ୍ୟମରେ ଅବଗତ କରାଯାଇଛି । ତେବେ କେଉଁ ପରୀକ୍ଷା ହେବେ ହେବ, ସେନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି । ସେମିଷ୍ଟର, ପିଜି କୋର୍ସ, ପ୍ରାକ୍ଟିକାଲ କେବେ ହେବ ତାହାର ଏକ ତାଲିକା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।

Get real time updates directly on you device, subscribe now.