fbpx

ଅଧିକ ପ୍ରଦୂଷଣ ଅଞ୍ଚଳରେ କରୋନା ସଂକ୍ରମଣର ବିପଦ ଅଧିକ: ରିପୋର୍ଟ

କରୋନା ଭାଇରସ୍ ଏବେ ସାରା ବିଶ୍ୱ ପାଇଁ ସଙ୍କଟ ପାଲଟିଯାଇଛି । କେତେକ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ବାୟୁ ପ୍ରଦୂଷଣ ସହ କରୋନା ସଂକ୍ରମଣ ଜଡିତ । ତେବେ ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନରେ ପାଇଛନ୍ତି ଯେ, ବାୟୁ ପ୍ରଦୂଷଣ ଆପଣ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ହାୱାର୍ଡ ୟୁନିଭରସିଟିର ମେଡିକ୍ସରେ ପ୍ରକାଶିତ ହୋଇଛି । ଏହି ଅଧ୍ୟୟନରେ କୁହାଯାଇଛି ଯେ, ଯାନବାହନରୁ ବାହାରୁଥିବା ପିଏମ୍ ୨.୫ କଣିକା ବାୟୁରେ ମିଶିଯାଏ ଓ ପ୍ରଦୂଷିତ ବାୟୁ ଆମ ଫୁସଫୁସ ପାଇଁ ଅତ୍ୟନ୍ତ ବିପଜ୍ଜନକ ପ୍ରମାଣିତ ହୋଇଥାଏ । ବାୟୁରେ ଥିବା ଏହି କ୍ଷତିକାରକ କଣିକା କରୋନା ଆକ୍ରାନ୍ତ ରୋଗୀଙ୍କୁ ଗୁରୁତର ଭାବରେ ପ୍ରଭାବ ପକାଇଥାଏ ।

ଅନୁସନ୍ଧାନରେ ପ୍ରମାଣିତ ହାଇଛି ଯେ, ୨.୫ କଣିକାର ମାତ୍ର 1μg / m3 ବୃଦ୍ଧି କରୋନା ଭାଇରସ ରୋଗୀଙ୍କ ସହ ଜଡିତ । ଏହି କାରଣରୁ କରୋନାରେ ମୃତ୍ୟୁହାର ୧୫ ପ୍ରତିଶତକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.