fbpx

ଆଜି କିପରି ବିତିବ ଆପଣଙ୍କ ଦିନ (ରବିବାର, ଏପ୍ରିଲ ୦୫/୨୦୨୦)

ମେଷ – ଶୁଭଚନ୍ଦ୍ର ଚଳନ ହେତୁ ମାନସିକ ପ୍ରଫୁଲତା, ଶତୃଦମନ, ମାଙ୍ଗଳିକ କାର୍ଯ୍ୟରେ ସଫଳତା । କର୍ମ କ୍ଷେତ୍ରରେ ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ । ସାଂସାରିକ ଜୀବନ ସୁଖରେ କଟିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହିତ ରହିବେ ।
ବୃଷ- ଅଶୁଭ ଚନ୍ଦ୍ର ପ୍ରଭାବ ହେତୁ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ବ୍ୟୟାଧିକ ପରିବେଷ ଲାଗି ରହିବ । ଅଯଥା କଳି ମକୋଦ୍ଦମାର ରୁପ ନେବ । ମହିଳା ଓ ଛାତ୍ରଛାତ୍ରୀମାନେ ସ୍ଥିରଚିତରେ ରହିପାରିବେ ନାହିଁ ।
ମିଥୁନ – ଶୁଭଚନ୍ଦ୍ରଙ୍କର ଶୁଭାର୍ଶିବାଦରେ ଦିନଟି ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ଆର୍ଥିକ ଦିଗ ସ୍ୱଚ୍ଛଳ ହେବ, ଧର୍ମକାର୍ଯ୍ୟ ଓ ସାମାଜ ସେବାରେ ମନବଳାଇବେ, ବୁଦ୍ଧି ବଳରେ ଶତୃମାନଙ୍କୁ ଦମନ କରିବେ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।
କର୍କଟ – ଶୁଭ ଚନ୍ଦ୍ରଙ୍କ ପ୍ରଭାବ ହେତୁ ପରିବାର ସଦସ୍ୟଙ୍କର ସାହାର୍ଯ୍ୟ ସହଯୋଗ ରହିବ, ଶରିର ସୁସ୍ଥ ର୍‌ହିବେ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ଖୁବ୍ ଭଲରେ ସମସ୍ତ କାର୍ଯ୍ୟ ସମାପନ କରିବେ ।
ସିହଂ – ଶୁଭଚନ୍ଦ୍ରଙ୍କ ପ୍ରଭାବରେ କର୍ମକ୍ଷେତ୍ରରେ ବହୁଦିନରୁ ଅଟକ ରହିଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ, ସମସ୍ତ କ୍ଷେତ୍ରରେ ଧନ ସମ୍ମାନ ମିଳିବ ଓ ସାଂସାରିକ କ୍ଷେତ୍ରରେ ସୁଖ ଓ ସନ୍ତୋଷ ପ୍ରାପ୍ତି ହେବ । ମହିଳାମାନେ ଖୁସିରେ ଦିନଟିକୁ ଅତିବାହିତ କରିବେ ।
କନ୍ୟା – ଅଶୁଭଚନ୍ଦ୍ର ପ୍ରଭାବରେ ଠକାମିରେ ପଡିପାରନ୍ତି । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ବ୍ୟତିବ୍ୟସ୍ଥ କରିବ । ଆକଷ୍ମିକ ଦୁର୍ଘଟଣାର ସମ୍ଭାବନା ରହୁଛି ତେଣୁ ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇବେ ।
ତୁଳା – ଶୁଭ ଚନ୍ଦ୍ର ଗତିଶୀଳ ହେତୁ କର୍ମକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ଅନୁଭବ କରିବେ, ସାଂସାରିକ ନୂତନ ଦ୍ରବ୍ୟାଦି କ୍ରୟ କରିପାରନ୍ତି, ପୁରୁଣା ବକେୟା ପ୍ରାପ୍ତି ଯୋଗ ରହିଛି, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।
ବିଛା – ଶୁଭଚନ୍ଦ୍ରଙ୍କର ପରିକ୍ରମଣ ହେତୁ ବିଗତ ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ । ସାଂସାରିକ ଜୀବନ ସୁଖରେ କଟିବ କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ମିଳିବ ।
ଧନୁ – ଶୁଭଚନ୍ଦ୍ରଙ୍କର ଚଳନ ହେତୁ ଦିନଟି ବ୍ୟବସାୟିକ ଦିଗରୁ ଉର୍ଣ୍ଣତି ହେବ । ମନର ଆଶା ପୁରଣ ହେବ, ନୁତନ ଦ୍ରବ୍ୟ ଶତ୍ କାର୍ଯ୍ୟରେ ଦାନ କରିବେ, ସାହିପଡିସାରେ ନିଜର ପତିଆରା ରହିବ, ଆର୍ଥିକ ଉର୍ଣ୍ଣତିର ସମ୍ଭାବନା ରହିବ ।
ମକର – ଅଶୁଭଚନ୍ଦ୍ର ଚଳନ ହେତୁ କର୍ମ କ୍ଷେତ୍ରରେ ଶତ୍ରୁଙ୍କର ପ୍ରଭାବରେ ଅନେକ କ୍ଷତି ସହିବାକୁ ପଡିପାରେ, ଯାନବାହାନ ଓ ବିଦ୍ୟୁତ ସମ୍ଭନ୍ଧିୟ ସତର୍କତା, ଜିବନସାଥିର କଟୁବାକ୍ୟ ବ୍ୟଥିତ କରିବ । ମହିଳା ଓ ଛାତ୍ରଛାତ୍ରୀମାନେ ସମସ୍ତ ଦିଗକୁ ଚିନ୍ତାକରି କାର୍ଯ୍ୟକରିବାକୁ ପଡିବ ।
କୁମ୍ଭ – ଶୁଭଚନ୍ଦ୍ର ପ୍ରଭାବରେ ଆଜି କୌଣସି ସମ୍ପର୍କୀୟଙ୍କ ସହଯୋଗରେ ଆର୍ଥୀକ ଉର୍ଣ୍ଣତି ସହ କର୍ମ କ୍ଷେତ୍ରରେ ଫଳରେ ଆତ୍ମନିର୍ଭରଶିଳ ପରିବେଷ ମଧ୍ୟରେ କାଳାତିପାତ କରିବେ । ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ସୁଯୋଗ ମିଳିବ । କୌଣସି ସାମାଜସେବା ଯୋଜନାରେ ସଫଳ ହେବେ ।
ମିନ – ଶୁଭ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ଅନୁଭବ କରିବେ, ସାଂସାରିକ ନୂତନ ଦ୍ରବ୍ୟାଦି କ୍ରୟ କରିପାରନ୍ତି, ପୁରୁଣା ବକେୟା ପ୍ରାପ୍ତି ଯୋଗ ରହିଛି, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।

Get real time updates directly on you device, subscribe now.