fbpx

ଆଜି କିପରି ବିତିବ ଆପଣଙ୍କ ଦିନ (୮ା୪ା୨୦୨୦, ବୁଧବାର)

ମେଷ – ନିଜର ଲୋକମାନଙ୍କ ଗହଣରେ ସମୟ ଆନନ୍ଦରେ କଟିବ । ଧାର୍ମୀକ ପରିବେଷ ମନକୁ ଶାନ୍ତି ପ୍ରଦାନ କରିବ । ପାରିବାରିକ ପରିବେଷରେ ଶୂଭ ଫଳ ମିଳିବ ।
ବୃଷ – ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ, ସାଂସାରିକ ଜୀବନ ସୁଖରେ କଟିବ କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ମିଳିବ ।
ମିଥୁନ -ସମସ୍ତ ଦିଗରୁ ସୁଖବର ମିଳିବ, ଆର୍ଥିକ କ୍ଷେତ୍ରରେ ଉର୍ଣ୍ଣତି ଘଟିବ, ସାଂସାରିକ ଜୀବନ ସୁଖରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, ମହିଳା ଓ ଛାତ୍ରଛାତ୍ରୀମାନେ ସୁଖରେ ଦିନଟି ଅତିବାହିତ କରିବେ ।
କର୍କଟ – ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, ପ୍ରେମ ସମ୍ଭନ୍ଧିୟ ଓ ସାସାଂରିକ ଜିବନରେ ଆନନ୍ଦ ପରିବେଷ ଦିନଭରି ଲାଗିରହିବ ଓ କୌଣସି ନୁତନ ଦ୍ରବ୍ୟ କିଣିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।
ସିଂହ- କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ମନରେ ଦୈନ୍ୟ ଭାବ ଷୃଷ୍ଟି ହେବ, ଧନପ୍ରାପ୍ତିର ଆଶା ତଥା ଉଦ୍ୟମ ବିଫଳ ହେବ, କର୍ମକ୍ଷେତ୍ରରେ ଅଶାନ୍ତି, ଭାତୃବିବାଦ ଆଦି ରହିବ
କନ୍ୟା – କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଅନୁଭବ କରିବେ, ବ୍ୟୟାଧିକ ପରିବେଷ ମନୋବଳକୁ ଦୁର୍ବଳ କରିଦେବ, ଗୃହପାଇଁ ନୁତନ ଦ୍ରବ୍ୟ କ୍ରୟ କରିପାରନ୍ତି, ରାଜନୈତିକ କ୍ଷେତ୍ରରେ ଜନ ସମ୍ପର୍କ ବଢିବ ।
ତୁଳା – ଦିନଟି ବ୍ୟବସାୟିକ ଦିଗରୁ ଉର୍ଣ୍ଣତି ହେବ । ମନର ଆଶା ପୁରଣ ହେବ, ନୁତନ ଦ୍ରବ୍ୟ ଶତ୍ କାର୍ଯ୍ୟରେ ଦାନ କରିବେ, ସାହିପଡିସାରେ ନିଜର ପତିଆରା ରହିବ ।
ବିଛା – ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ଆର୍ଥିକ ଦିଗ ସ୍ୱଚ୍ଛଳ ହେବ, ଧର୍ମକାର୍ଯ୍ୟ ଓ ସାମାଜ ସେବାରେ ମନବଳାଇବେ, ବୁଦ୍ଧି ବଳରେ ଶତୃମାନଙ୍କୁ ଦମନ କରିବେ ।
ଧନୁ -କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ମନରେ ଦୈନ୍ୟ ଭାବ ଷୃଷ୍ଟି ହେବ, ଧନପ୍ରାପ୍ତିର ଆଶା ତଥା ଉଦ୍ୟମ ବିଫଳ ହେବ, କର୍ମକ୍ଷେତ୍ରରେ ଅଶାନ୍ତି, ଭାତୃବିବାଦ ଆଦି ରହିବ ।

ମକର – କର୍ମକ୍ଷେତ୍ରରେ ବହୁଦିନରୁ ଅଟକ ରହିଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ, ସମସ୍ତ କ୍ଷେତ୍ରରେ ଧନ ସମ୍ମାନ ମିଳିବ ଓ ସାଂସାରିକ କ୍ଷେତ୍ରରେ ସୁଖ ଓ ସନ୍ତୋଷ ପ୍ରାପ୍ତି ହେବ । ମହିଳାମାନେ ଖୁସିରେ ଦିନଟିକୁ ଅତିବାହିତ କରିବେ ।

କୁମ୍ଭ – ଆଜି କୌଣସି ସାମାଜିକ ଅନୁଷ୍ଠାନରେ ସମୟ ଅତିବାହିତ କରିବା ସଙ୍ଗେ ସଙ୍ଗେ ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ ଅତ୍ୟନ୍ତ ଆନନ୍ଦ ପରିବେଷ ମଧ୍ୟରେ କାଳାତିପାତ କରିବେ ।
ମୀନ – ଶୁଭ ଚନ୍ଦ୍ରଙ୍କ ପ୍ରଭାବ ହେତୁ ପରିବାର ସଦସ୍ୟଙ୍କର ସାହାର୍ଯ୍ୟ ସହଯୋଗ ରହିବ, ଶରିର ସୁସ୍ଥ ର୍‌ିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ ।

Get real time updates directly on you device, subscribe now.