fbpx
BJD SKY
BJD SKY

ରାଶିଫଳ (୧୮.୦୪.୨୦୨୦, ଶନିବାର)

BJD

ମେଷ – ଶୁଭଚନ୍ଦ୍ରଙ୍କ ଚଳନ ହେତୁ ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ସହଯୋଗି ଙ୍କର ସହାୟତାରେ ଯୋଜନାମାନ ସଫଳ ହେବ । ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ । ମହିଳା ଓ ଛାତ୍ରୀମାନେ ଖୁସି ମନରେ କାଳାତିପାତ କରିବେ ।
ବୃଷ – ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ, ବାଧାବିଘ୍ନ ରୁ ମୁକ୍ତି ମିଳିବ । ଜଳ ସମ୍ବନ୍ଧିୟ ବ୍ୟବସାୟରେ ଲାଭ ପ୍ରାପ୍ତିର ଦିନ ରହିବ । ଯୁବକମାନେ କର୍ମ ନିପୂଣ ହେବେ ।
ମିଥୁନ – ଶତ୍ରୁମାନେ ପ୍ରଭାବିତ କରିପାରନ୍ତି, ବ୍ୟୟାଧିକ ପରିବେଷ ଲାଗି ରହି. ଅଯଥା କଳି ମକୋଦ୍ଦମାର ରୁପ ନେବ, ସ୍ଥିରଚିତରେ ରହିପାରିବେ ନାହିଁ । ଶାଗୁଆ ବସ୍ତ୍ର କୌଣସି ଅପାରଗକୁ ଦିଅନ୍ତୁ ଅଶୁଭତା ଲାଘବ ହେବ ।
କର୍କଟ- ଦିନଟି ଶୁଭାଧୀକ ପରିବେଷ ମଧ୍ୟରେ ଅତିବାହିତ ହେବ, ରାଜନୈତିକ ପରିବେଷ ମଧ୍ୟରେ ନିଜର କିଛି ପରିଚୟ ଷୃଷ୍ଟି କରିବାର ସୁଯୋଗ ଆସିବ, ଯାନ୍ତ୍ରୀକ ସମ୍ବନ୍ଧିୟ ବ୍ୟକ୍ତିବିଷେଶଙ୍କ ପାଇଁ ବିଦେଶ ଯିବାର ସୁଯୋଗ ରହିବ, ପାରିବାରିକ ସମ୍ବନ୍ଧ ଖୁସିରେ କଟିବ ।
ସିହଂ- ଶୁଭଚନ୍ଦ୍ରଙ୍କ ପ୍ରଭାବରେ ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ଆର୍ଥିକ ଉନ୍ନତି ସହିତ ମାନସିକ ଶାନ୍ତି ବୃଦ୍ଧି ପାଇବେ.ଜମିଜମା କ୍ରୟବିକ୍ରୟ ବ୍ୟବସାୟରେ ସଫଳ ହେବେ ।
କନ୍ୟା – ସମସ୍ତ ଶୁଭ କର୍ମ କରିବା ପାଇଁ ଦିନଟି ଉତମ, ଅବିବାହିତା ମାନଙ୍କ ପାଇଁ ବିବାହର ସମ୍ଭାବନା ଷୃଷ୍ଟି ହେବ. ଭାଗିଦାରି ବ୍ୟବସାୟରେ ଆର୍ଥିକ ଲାଭ ବଢିବ, ମା ମାନେ ନିଜ ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିବେ ।
ତୁଳା – ଶୁଭଚନ୍ଦ୍ର ପ୍ରଭାବରେଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସମସ୍ତ ଦୃଷ୍ଟିରୁ ଶୁଭ ରହିବ, କୌଣସି ସାହାସିକ କାର୍ଯ୍ୟ ପାଇଁ ସମ୍ମାନିତ ହୋଇପାରନ୍ତି, ଶିକ୍ଷା ସହିତ ଜଡିତ ବ୍ୟକ୍ତିମାନଙ୍କ ।
ବିଛା – ବାଧା ବିଘ୍ନ ଦେଇ ଅତିବାହିତ ହେବେ, ସତର୍କତାର ସହିତ ନରହିଲେ କୌଣସି ଯାନବାହାନ କିମ୍ବା ବିଦ୍ୟୁତ ଜନିତ ଦୁର୍ଘଟଣା ଘଟିପାରେ, କୌଣସି ଅଗ୍ନି ଜନିତ କ୍ଷତି ସହିପାରନ୍ତି ।
ଧନୁ – ଶୁଭଚନ୍ଦ୍ରଙ୍କ ଚଳନ ହେତୁ ନୂତନ ଗୃହ ନିର୍ମାଣର ସୁଯୋଗ ରହିବ, ନୁତନ ସ୍ଥାନ ଭ୍ରମଣରେ ଯିବେ, ବହୁଦିନର ମାଲିମକୋଦ୍ଦମାରେ ଜୟ ଲାଭ କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ କୌଣସି ଦିଗରୁ ଶୁଭ ଖବର ପାଇବେ ।
ମକର – ଶୁଭଚନ୍ଦ୍ରଙ୍କ ପ୍ରଭାବରେ ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ଆର୍ଥିକ ଉନ୍ନତି ସହିତ ମାନସିକ ଶାନ୍ତି ବୃଦ୍ଧି ପାଇବେ। ଜମିଜମା କ୍ରୟବିକ୍ରୟ ବ୍ୟବସାୟରେ ସଫଳ ହେବେ ।
କୁମ୍ଭ – ଶୁଭଚନ୍ଦ୍ର ପ୍ରଭାବରେ ଦିନଟି ଧାର୍ମୀକ ପରିବେଶରେ କଟିବ, ବୈଦେଶିକ ବ୍ୟାପାର ଏବଂ ଆମଦାନି ରପ୍ତାନି ବ୍ୟବସାୟରେ ଲାଭ ହେବ, ଦୂର ବନ୍ଧୁଙ୍କର ଆଗମନରେ ଏକ ଆନନ୍ଦପୂର୍ଣ ବାତାବରଣ ରହିବ ।
ମୀନ – ଚନ୍ଦ୍ର ଚଳନ ହେତୁ ହେବାକୁ ଥିବା କାମ ହେବନାହିଁ, ସ୍ୱାସ୍ଥ୍ୟହାନି ମନସ୍ତାପ ଧନହାନିର ସୁଚନା ରହିବ, ପୁରୁଣା ବନ୍ଧୁକୁ ପାଖରେ ପାଈ ଖୁସିହେବେ, ପାରିବାରିକ ଜିବନ ଭଲ ରହିବ ।

Get real time updates directly on you device, subscribe now.