ରାଶିଫଳ(ରବିବାର,୧୨ ଡିସେମ୍ବର,୨୦୨୧)

ମେଷ – ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ, କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆଥିକ ପରିସ୍ଥିତି ଭଲ ରହିବ, ଶିକ୍ଷାର୍ଥି ନୂତନ ଜ୍ଞାନକୌଶଳ ପ୍ରୟୋଗ କରିବେ, ଭ୍ରମଣ କଷ୍ଟ ଏବଂ ଶରୀରପିଡା ରହିବ ମାତ୍ର ଆଥିକ ସ୍ବଛଳତା ସହିତ ବ୍ୟବସାୟରେ ଉର୍ଣ୍ଣତି ହେବ ॥

ବୃଷ – କର୍ମକ୍ଷେତ୍ରରେ ଉନ୍ନତି ହେବ, ଆର୍ଥିକ ସ୍ଥିତି ଭଲ ରହିବ ମାତ୍ର କିଛି ଭୁଲବୁଝାମଣାର ଶିକାର ହୋଇପାରନ୍ତି ସତର୍କ ରହିବେ, ସୂଖଶାନ୍ତି ପ୍ରାପ୍ତି ସହିତ କର୍ମକ୍ଷେତ୍ରରେ ଶୁଭଫଳର ସୂଚନା ରହିବ, ମହିଳାମାନଙ୍କର ସ୍ବାସ୍ଥ୍ୟରେ ଅବନତି ହେବ, ସମାଜକଲ୍ୟାଣ କାର୍ଯ୍ୟକରି ସମ୍ମାନିତ ହେବେ, ଯୋଜନାରେ ଆଶାତିତ ଫଳ ମିଳିବ ॥

ମିଥୁନ – ବହୁଦିନର ପୁରାତନ ରୋଗର ଉପସମ ହେବ, ଜଳଜାତ ଦ୍ରବ୍ୟର ବ୍ୟବସାୟରେ ଉନ୍ନତି କରିବେ, ପ୍ରତି କାର‌୍ୟ୍ୟରେ ସଫଳତା ମିଳିବ, ଚାକିରି କ୍ଷେତ୍ରରେ ଶୁଭ ସୂଚନା ମିଳିବ, ବିବାହ ସ୍ଥିରିକୃତ ହେବ,ମାତ୍ର ଆର୍ଥିକ ଦୁର୍ବଳତା ରହିବ, ଉଦ୍ୟମରେ ସଫଳତା ଓ ସହଯୋଗ ପ୍ରାପ୍ତି ହେବ, ମହିଳାମାନେ ନୂତନ କର୍ମନିଯୁକ୍ତି ପାଇବେ॥

କର୍କଟ – ଅଂଶୀଦାର ବ୍ୟବସାୟରେ ବିଶେଷ ଲାଭବାନ ହେବେ, ମୋଟରଯାନ ଓ କଳକାରଖାନା ସମ୍ବନ୍ଧିୟ କ୍ଷେତ୍ରରେ ନିଯୁକ୍ତି ପାଇବେ, ଆର୍ଥିକ ସହାୟତା ଓ ଲୋକସଂପର୍କ ବୃଦ୍ଧି ହେବ, ଧର୍ମକାଯ୍ୟରେ ମନବଳାଇବେ, ଭବିଷ୍ୟତର ଯୋଜନାରେ ସଫଳ ହେବେ, କର୍ମ କ୍ଷେତ୍ରରେ ଶୁଭ ପ୍ରଭାବ ରହିବ, ଚାକିରି କ୍ଷେତ୍ରରେ ଉତ୍ତମ ଫଳ ପାଇବେ, ଯଶ କିର୍ତ୍ତି ସମ୍ମାନ, ଅର୍ଥ ଏବଂ ପ୍ରତିଷ୍ଠା ପ୍ରାପ୍ତ ହେବ ମାତ୍ର କିଛି ପେଟ ରୋଗରେ ପୀଡିତ ହୋଇପାରନ୍ତି॥

ସିଂହ – କର୍ମଜୀବନ ଓ ସାମାଜିକ ଜୀବନରେ ଶୁଭଫଳ ମିଳିବ, ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୁରେଇ ରୁହନ୍ତୁ, ଉତ୍ତମ ଜ୍ଞାନକୌଶଳ ଆହାରଣ କରି ବ୍ୟବସାୟିକ ପ୍ରଯୁକ୍ତି କ୍ଷେତ୍ରରେ ସଫଳ ହେବେ, ପୂର୍ବରୁ କରିଥିବା ଋଣ ପରିଷୋଧ କରିବେ, ଭାଗ୍ୟସାଥ ଦେବ, ପାରିବାରିକ କ୍ଷେତ୍ରରେ ଶୁଭତ୍ବ ଅନୁଭୁତ ହେବ, ମାତ୍ର ଭାଗିଦାରି ବ୍ୟବସାୟରେ କ୍ଷତି ହେବ ॥

କନ୍ୟା – ଚାକିରିରେ ସହଯୋଗ ଏବଂ ବ୍ୟବସାୟରେ ଅହେତୁକ ଲାଭ ପାଇବେ, ଚାକିରିରେ ପଦମର‌୍ୟ୍ୟଦା ପାଇବେ, ଯାନବାହାନ କ୍ରୟ କରିବେ, ବିଳାସବ୍ୟସନରେ ଜିବନଜାପନ କରିବେ, ଧମସମ୍ବନ୍ଧିୟ ଦୁରଯାତ୍ରା କରିବେ, ବିଦ୍ୟାର୍ଥିମାନଙ୍କର ପଢାପଢିରେ ମନିନିବେଶ ବଢିବ ମାତ୍ର ଚର୍ମରୋଗ ଏବଂ ଆଣ୍ଠୁଗଣ୍ଠି ଜନିତ ପିଡା ଭୋଗିବେ ॥

ତୁଳା – ସୁବିଧା ସୁଯୋଗ ଲାଭ ହେବ, ମହିଳା ଏବଂ ପିଲାମାନଙ୍କୁ ମନମୁତାବକ ପରିବେଷ ମିଳିବ, ନୂତନ କର୍ମସଂସ୍ଥାନ ଆରମ୍ଭ କରିବେ, ପୂରାତନ ଋଣ ପରିଷୋଧ କରିବାର ସୁଯୋଗ ପାଇବେ, ଶୁଭଦିନଟିଏ ରହିବ, କର୍ମଜୀବିମାନେ କମକ୍ଷେତ୍ରରେ ପ୍ରସଂଶିତ ହେବେ, ଯାନବାହାନ ଆଦି ଦ୍ରବ୍ୟ ଲାଭ ହେବ ॥

ବିଛା – ଶାରିରୀକ ଅସୁସ୍ଥତାକୁ ନେଇ ମନ ଭାରାକ୍ରାନ୍ତ ରହିବ, ଆର୍ଥିକ ସ୍ଥିତି ଦୁବଳ ହେବ,କର୍ମ କ୍ଷେତ୍ରରେ ଅଶୁଭ ପ୍ରଭାବ ଅନୁଭୁତ ହେବ, ବ୍ୟବସାୟ ବାଣିଜ୍ୟରେ ସମ୍ୟକ୍ ଲାଭପାଇବେ, ବ୍ୟୟଭାର ବଢିବ, ଯାନବାହାନ ଜନିତ କ୍ଷୟକ୍ଷତି ଓ ମାନସମ୍ମାନ କ୍ଷୁର୍ଣ୍ଣ ସୂଚନା ରହିବ, ଭାଇଭଉଣି ମାନଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ, ଉଦରପୀଡା ଅନୁଭୁତ କରିବେ,ବ୍ୟବସାୟରେ ଲାଭ ହେବ, ମହିଳାମାନେ ସୁଚାରୁ ରୁପେ ପରିବାର ତୁଲାଇବେ॥

ଧନୁ – ଆଜି କୌଣସି ଅଯଥା କଥାକୁ ନେଇ ମନ ଅଶାନ୍ତ ରହିବ, ପରିବାରରେ ଭୁଲ ବୁଝିବେ ତେଣୁ ଦିନଭରି ସତର୍କ ରୁହନ୍ତୁ, ଜୀବନସାଥି ସହ କିମ୍ବା କୁଟୁମ୍ବରେ, ମତାନ୍ତର କିମ୍ବା ସ୍ବାସ୍ଥ୍ୟଚିନ୍ତା ରହିବ ଓ ଅଯଥା ଅର୍ଥବ୍ୟୟ ହେବ, କୌଣସି ପ୍ରକାରର ସରକାରୀ ସହାୟତା ପ୍ରାପ୍ତ ହେବ, ଅର୍ଥଚିନ୍ତା ଦୁର ହେବ, କୃଷି ଓ ନପଶୁପାଳନରେ ଲାଭବାନ ହେବେ

ମକର – କୌଣସି ବିଳାସବ୍ୟସନ ଦ୍ରବ୍ୟ ପ୍ରାପ୍ତ ହେବ, ଯୋଗାଯୋଗ ଷୃଷ୍ଟି କରୁଥିବା କିଛି ଦ୍ରବ୍ୟ କ୍ରୟ କରିବେ, ମନ ଶାନ୍ତ ରହିବ, ଗୃହରେ ଶୁଭକର୍ମ ହେବ, ସନ୍ତାନ ବର୍ଗରେ ଉର୍ଣ୍ଣତି ହେବ, କର୍ମକ୍ଷେତ୍ରରେ ଆର୍ଥିକ ଲାଭର ସୂଚନା ରହିବ, ଯୋଗ୍ୟତା ଏବଂ ପରିଶ୍ରମ ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ, ଧାର୍ମିକ ଅନୁଷ୍ଠାନରେ ଯୋଗ ଦେବେ॥

କୁମ୍ଭ – ଶାରୀରିକ ଅସୁସ୍ଥତା ଦେଖାଦେବ,କର୍ମକ୍ଷେତ୍ରରେ କର୍ମଚାପ ବଢିବ, ଆତ୍ମବଳ ଦୁର୍ବଳ ରହିବ ମାତ୍ର ଠିକା ବ୍ୟବସାୟରେ ମନମୁତାବକ ଲାଭ ପାଇବେ, ମହିଳାମାନେ ନିଜର ବନ୍ଧୁପରିଜନରେ ପ୍ରଶଂସିତ ହେବେ, ବିଦ୍ୟାର୍ଥିଙ୍କର ଅଧିକ ଶୁଭ, ଅସ୍ବାସ୍ଥ୍ୟକର ପରିସ୍ଥିତିରେ ମନ ଭାରାକ୍ରାନ୍ତ ରହିବ, ବ୍ୟବସାୟୀ ମାନ୍ଦାବସ୍ଥାର ସମୁଖୀନ ହେବେ, ଗୁଣିଗାରେଡି ଭଳି ଭୟ ରହିବ॥

ମୀନ – ପୁରୁଣା ବକେୟା ମିଳିବ ଏବଂ ଲାଗିରହିଥିବା କୌଣସି ମାଲିମକୋଦ୍ଦମାର ସମାଧାନ ହେବ, ଧର୍ମ କର୍ମରେ ମନ ବଳିବ, ଭାତୃ ସହଯୋଗ ଦ୍ବାରା ଭୁମିକ୍ରୟର ସୁଯୋଗ ମିଳିବ,ଉଦ୍ୟମ ସିଦ୍ଧି ହେବ, ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ ହେବେ, ବନ୍ଧୁପରିଜଙ୍କର ସହଯୋଗରେ ଭବିଷ୍ୟତରେ ଶୁଭକର୍ମର ସୁଚନା ଷୃଷ୍ଟି ହେବ, ଜମିଜମା ସମ୍ବନ୍ଧିୟ ଶୁଭଫଳ ମିଳିବ ॥